Surprise Me!

ଅଫିସରେ ଚପଲ ପିନ୍ଧି ପଶିବାରୁ ଓକିଲଙ୍କୁ ଦୁର୍ବ୍ୟବହାର, ରଣପୁର ସବ୍‌ରେଜିଷ୍ଟ୍ରାରଙ୍କ ନାମରେ ଥାନାରେ ଅଭିଯୋଗ

2026-05-26 15 Dailymotion

ଅଫିସ ଭିତରକୁ ଚପଲ ପିନ୍ଧି ଆସିବାକୁ ନେଇ ରଣପୁର ସବ୍‌ରେଜିଷ୍ଟ୍ରାରଙ୍କ ଓକିଲଙ୍କୁ ଦୁର୍ବ୍ଯବହାର ପ୍ରଦର୍ଶନ । ପାଲଟା ଅଭିଯୋଗ ଆଣିଛନ୍ତି ସବ୍‌ରେଜିଷ୍ଟ୍ରାର୍ ବିଶ୍ଵଜିତ ଦାସ । ରିପୋର୍ଟ: ବିଶ୍ବ ଭୂଷଣ ମହାପାତ୍ର