Surprise Me!

ଯୁବ ଜ୍ୟୋତିର୍ବିଜ୍ଞାନୀଙ୍କ ପାଇଁ ସୁଯୋଗ, ISROର ଶ୍ରୀହରିକୋଟା ସ୍ପେସ ସେଣ୍ଟର୍‌କୁ ଶିକ୍ଷାଭିତ୍ତିକ ଗସ୍ତରେ YATS ବିଜେତା

2026-05-27 1 Dailymotion

ଓଡ଼ିଶାର ୩୦ ଛାତ୍ରଛାତ୍ରୀ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ଇସ୍ରୋ (ISRO)ର ସତୀଶ ଧାୱନ ସ୍ପେସ୍ ସେଣ୍ଟରକୁ ଚାରି ଦିନିଆ ଶିକ୍ଷାଭିତ୍ତିକ ଗସ୍ତରେ ଯାଇଛନ୍ତି । ରିପୋର୍ଟ: ବିକାଶ କୁମାର ଦାସ