ବ୍ରହ୍ମପୁରରେ ରାଜ୍ୟ ତଥା ସମଗ୍ର ପୂର୍ବ ଭାରତର ସର୍ବପ୍ରାଚୀନ ଏବଂ ପ୍ରଥମ ଫାର୍ମାସୀ ପ୍ରତିଷ୍ଠାନ ଅବସ୍ଥିତ । ଅନୁଷ୍ଠାନ ସ୍ଥାପନ ପାଇଁ ଆବଶ୍ୟକ ଇକୋ-ସିଷ୍ଟମ୍ ଏଠାରେ ଉପଲବ୍ଧ ।ରିପୋର୍ଟ-ସମୀର କୁମାର ଆଚାର୍ଯ୍ୟ