Surprise Me!

ବିଜେପିରେ କାହିଁକି ଯୋଗ ଦେଉଛନ୍ତି ଅନ୍ୟ ଦଳର ନେତା ? ବଡ଼ କଥା କହିଲେ ଅରୁଣ ସିଂହ

2026-05-28 2 Dailymotion

ଅନ୍ୟ ଦଳରେ ଲୋକ ବଡ ନେତାଙ୍କୁ ଭେଟି ପାରୁନଥିବାରୁ ବିଜେପିରେ ମିଶୁଛନ୍ତି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ । ରିପୋର୍ଟ: ମନୋରଞ୍ଜନ ଶଙ୍ଖୁଆ