କେନ୍ଦୁଝର ଜିଲ୍ଲା ଦୈତାରି ଥାନା ଅନ୍ତର୍ଗତ ରାସୋଳ ଛକ ନିକଟରେ ପୋଲ ତଳକୁ ଏକ ୱାଗନ ଗାଡି ଖସି ପଡିବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି, 2 ଗୁରୁତର । ରିପୋର୍ଟ: ଜ୍ଞାନରଞ୍ଜନ ଓଝା