ଅଞ୍ଜୁ ବିଷ୍ଟ ବର୍ତ୍ତମାନ ସୁଦ୍ଧା 30 ଲକ୍ଷରୁ ଅଧିକ ଯୁବତୀଙ୍କୁ ପୁନଃ ବ୍ୟବହାର ନାପକିନ ବ୍ୟବହାର ପାଇଁ ସଚେତନ କରିଛନ୍ତି । ଅଧିକ ଆଲୋଚନା କରିଛନ୍ତି ଇଟିଭି ଭାରତ ସମ୍ବାଦଦାତା ବିକାଶ ଦାସ ।