ପିଏମ୍ ଜନମନ ଯୋଜନାରେ ନିର୍ମାଣାଧୀନ ଘର କାମର ତଦାରଖ କରିବାକୁ ଯାଇଥିବା ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ମାଲକାନଗିରି ବଣ୍ଡା ଘାଟିରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ରିପୋର୍ଟ: ପଞ୍ଚାନନ ଦାସ