ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନରେ ବିଳମ୍ବକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେଡି । ବିଜେପି ସରକାର ବୟସ୍କଙ୍କୁ ଡହଳବିକଳ କରୁଛନ୍ତି ବୋଲି ଅଭିଯୋଗ ଆଣିଛି ଦଳ । ରିପୋର୍ଟ: ଭବାନୀ ଶଙ୍କର ଦାସ