Surprise Me!

ଦୁଇ ମାସରେ ଦ୍ଵିତୀୟ ଥର, ୭ ଦିନିଆ ଦିଲ୍ଲୀ ଗସ୍ତରେ BJD ସଭାପତି ନବୀନ ପଟ୍ଟନାୟକ

2026-06-01 2 Dailymotion

ବିଜୁ ଜନତା ଦଳ ସଭାପତି ଏବଂ ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏକ ସପ୍ତାହ ବ୍ୟାପୀ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ରିପୋର୍ଟ: ଭବାନୀ ଶଙ୍କର ଦାସ