ହାତୀକୁ ନେଇ ରାଜ୍ୟରେ ଚାଲିଛି ହାଇ ଡ୍ରାମା । ତିନିଦିନ ଧରି ଟ୍ରକ୍ ଉପରେ ବନ୍ଧା ହୋଇଥିବା ହାତୀକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ ।ରିପୋର୍ଟ-ବିକାଶ କୁମାର ଦାସ/ସଂଗ୍ରାମ ରଞ୍ଜନ ନାଥ