ଆମିଷ ଏବଂ ପରିବା ହାଟ ଅଲଗା ହେବ । ଏନେଇ ରୋଡମ୍ୟାପ୍ ପ୍ରସ୍ତୁତ କରିଛି ନଗର ଉନ୍ନୟନ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମ । ରିପୋର୍ଟ- ସଞ୍ଜୀବ ରାୟ