ବିଶ୍ୱ ପରିବେଶ ଦିବସ ଅବସରରେ ଓଡ଼ିଶା ବାୟା ଚଢ଼େଇ ସୁରକ୍ଷା ଅଭିଯାନ କଟକ ଜିଲ୍ଲା ନିଆଳୀ ବ୍ଲକରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଛି । ରିପୋର୍ଟ ଉମେଶ ଚନ୍ଦ୍ର ମଲ୍ଲିକ