Surprise Me!

ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତାକୁ ବ୍ରିକ୍ସ ସମୁଦାୟର ସ୍ଵୀକୃତି: ରାଜସ୍ୱ ମନ୍ତ୍ରୀ

2026-06-06 2 Dailymotion

ତିନି ଦିନ ଧରି ପୁରୀରେ ଚାଲିଥିବା ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟ ଗୋଷ୍ଠୀର ଦ୍ୱିତୀୟ ବୈଠକ ସଫଳତାର ସହ ଶେଷ ହୋଇଛି । ରିପୋର୍ଟ- ଭବାନୀ ଶଙ୍କର ଦାସ