ବିଦ୍ୟୁତ୍ ବିଭାଗରେ ୨୭ ହଜାର କୋଟି ଟଙ୍କାର ଦୁର୍ନିତି ହୋଇଥିବା ଅଭିଯୋଗ ଆଣି CBI ତଦନ୍ତ ଦାବି କରିଛି ବିଦ୍ୟୁତ୍ ଉପଭୋକ୍ତା ମହାସଂଘ । ରିପୋର୍ଟ- ସଞ୍ଜୀବ ରାୟେ ।