Surprise Me!

ଜଗନ୍ନାଥ ଧାମ ପାଇଁ 'ପେଟେଣ୍ଟ'; ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ସହ ଜଡିତ ଶବ୍ଦାବଳୀର 'କପି ରାଇଟ୍ସ' ଆବେଦନ କଲା ଶ୍ରୀମନ୍ଦିର ପ୍ରଶାସନ

2026-06-08 1 Dailymotion

ଶ୍ରୀମନ୍ଦିର ଭାଷା, ପରମ୍ପରା, ସଂସ୍କୃତିର ସୁରକ୍ଷା ପାଇଁ କପି ରାଇଟ୍ସ ଆବେଦନ ହୋଇଛି । ମହାପ୍ରଭୁଙ୍କ ସମ୍ପର୍କିତ ସମସ୍ତ ଶବ୍ଦାବଳୀର ଅପବ୍ୟବହାର ଓ ବ୍ୟବସାୟୀକରଣରେ ଲାଗିବ ରୋକ୍ । ରିପୋର୍ଟ- ଶକ୍ତି ପ୍ରସାଦ ମିଶ୍ର