ଶ୍ରୀ ରାମୋଜୀ ରାଓଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ; ଶ୍ରଦ୍ଧାଞ୍ଜଳି ଜଣାଇଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ, କହିଲେ 'ତାଙ୍କ ଯଶ ଖ୍ୟାତି ସର୍ବଦା ଅମର'
2026-06-08 1 Dailymotion
ଆଜି ରାମୋଜୀ ରାଓ ଗାରୁଙ୍କ ଦ୍ୱିତୀୟ ପୁଣ୍ୟତିଥି ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ତାଙ୍କ ପରିବାର ସଦସ୍ୟ ଏବଂ ରାମୋଜୀ ଗ୍ରୁପର ସମସ୍ତ କର୍ମଚାରୀ ।