Surprise Me!

ସମ୍ବଲପୁରରେ ଡବଲ ମର୍ଡର, ମାଆ ଓ ଝିଅଙ୍କୁ ହତ୍ୟା

2026-06-08 0 Dailymotion

ରବିବାର ବିଳମ୍ବିତ ରାତିରେ ସମ୍ବଲପୁରର ଗିରିପାଲି ଅଞ୍ଚଳର ଖଡିଆପଡ଼ାରେ ମାଆ ଓ ଝିଅଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ରିପୋର୍ଟ: ବାଦଶାହ ଜୁସ୍ମନ ରଣା