ତିନିମାସ ମଧ୍ୟରେ ଘରୋଇ ଏଲପିଜି ସିଲିଣ୍ଡର ଦର ୮୯ଟଙ୍କା ବୃଦ୍ଧି ପାଇଛି। ରନ୍ଧନ ଗ୍ୟାସ ଦର ବୃଦ୍ଧି ସାଧାରଣ ପରିବାରର ହାଣ୍ଡିଶାଳ ଉପରେ ସିଧାସଳଖ ପ୍ରଭାବ ପକାଇଛି।ରିପୋର୍ଟ-ସଞ୍ଜୀବ କୁମାର ରାୟ