ଘଟଣା ପିପିଲି ଅଞ୍ଚଳରେ ହୋଇଥିବା ବେଳେ ସମ୍ବେଦନଶୀଳତାକୁ ଭିତ୍ତି କରି ଯୁବତୀଙ୍କ ଅଭିଯୋଗ ଆଧାରରେ ଧଉଳି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲା । ରିପୋର୍ଟ: ସତ୍ୟଜିତ ରାଉତ