ମକ୍ରାଗୁଡା ଗ୍ରାମରେ ଶୁଦ୍ଧ ପାନୀୟ ଜଳ ସମସ୍ୟା ଯୋଗୁଁ ଗ୍ରାମବାସୀମାନେ ଦୂଷିତ ପାଣି ପିଇ ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି । ଶେଷରେ ଏନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ମହିଳା। ରିପୋର୍ଟ: ଅଜିତ କୁମାର ସିଂ