ରାଜ୍ୟରେ ପ୍ରାକ୍ ମୌସୁମୀ ଏବଂ କାଳବୈଶାଖୀ ବର୍ଷା ଲାଗି ରହିଥିବା ବେଳେ ଆସନ୍ତା 24 ଘଣ୍ଟା ମଧ୍ୟରେ ୧୮ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ । ରିପୋର୍ଟ- ଦେବସ୍ମିତା ରାଉତ