ରାଜ୍ୟରେ ପ୍ରଥମ ପୌରପାଳିକା ଭାବେ ଛତ୍ରପୁର ପୌରପାଳିକା ସିଧାସଳଖ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିବ। QR କୋର୍ଡ ସ୍କାନ କରି ନିଜ ଅଞ୍ଚଳର ସମସ୍ୟା ଜଣାଇବେ ଜନସାଧାରଣ। ରିପୋର୍ଟ: ସମୀର କୁମାର ଆଚାର୍ଯ୍ୟ