ବାଲେଶ୍ବର ଦହପଡ଼ାରେ ନିର୍ମାଣ ହେବାକୁ ଥିବା ସମନ୍ବିତ ବହୁମୁଖୀ ପ୍ରକଳ୍ପ ସ୍ଥାନାନ୍ତରକୁ ବିରୋଧ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲେ ବରିଷ୍ଠ ନାଗରିକ ମଞ୍ଚ । ରିପୋର୍ଟ- ଜୀବନଜ୍ୟୋତି ନାୟକ