Surprise Me!

ବାଲେଶ୍ବର, ମୟୂରଭଞ୍ଜ ଏବଂ ଭଦ୍ରକରେ ଗୋ ଚାଲାଣକାରୀଙ୍କ ଘରେ ପୋଲିସ ଚଢ଼ାଉ, 5 ଅଟକ, 1 କେଜି ରୁପା ସମେତ ଟଙ୍କା ଏବଂ ଗାଡ଼ି ଜବତ

2026-06-13 109 Dailymotion

ମୟୂରଭଞ୍ଜ, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାର 19ଟି ସ୍ଥାନରେ ଗୋ-ମାଫିଆମାନଙ୍କ ଘରେ ପୋଲିସ ଚଢ଼ାଉ ନେଇ ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର । ରିପୋର୍ଟ: ସଞ୍ଜୟ ପରିଡ଼ା ଏବଂ ଜୀବନଜ୍ୟୋତି ନାୟକ