Surprise Me!

ରାୟଗଡ଼ାରେ ମାଓ ଅପରେସନ୍‌କୁ ବଡ ସଫଳତା: ମାଓ ଡମ୍ପରୁ ବିପୁଳ ଅସ୍ତ୍ର ଓ ବିସ୍ଫୋରକ ଜବତ

2026-06-14 6 Dailymotion

DVF ଓ SOG ଟିମ୍‌ର ମିଳିତ ଅଭିଯାନରେ ରାୟଗଡ଼ା ଜିଲ୍ଲାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ଏବଂ ଦୈନନ୍ଦିନ ବ୍ୟବହାର୍ଯ୍ୟ ଜିନିଷପତ୍ର ଜବତ ହୋଇଛି । ରିପୋର୍ଟ: ରଞ୍ଜନ ରଥ