Surprise Me!

କୋଣାର୍କ ଭଗବତୀ ପୀଠରେ ରଜ ଉତ୍ସବ, ୨୮ ବର୍ଷ ଧରି ବଞ୍ଚାଇ ରଖିଛନ୍ତି ପରମ୍ପରା

2026-06-15 20 Dailymotion

କୋଣାର୍କର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ ପୀଠରେ ଅର୍କଶ୍ରୀ ପକ୍ଷରୁ ଅତ୍ୟନ୍ତ ଧୂମଧାମରେ ଆୟୋଜିତ ହୋଇଛି ଚାରିଦିନିଆ ରଜ ଉତ୍ସବ।
ରିପୋର୍ଟ ବୀରଞ୍ଜନ ମଲ୍ଲିକ