Surprise Me!

ଆଜି ରଜ ସଂକ୍ରାନ୍ତି; ଋତୁସ୍ରାବ ସମ୍ପର୍କରେ ସଚେତନ କରୁଛି ସିଏମସି

2026-06-15 5 Dailymotion

ରଜ ମହୋତ୍ସବ ପାଳିବା ସହ ଋତୁସ୍ରାବ ସମ୍ପର୍କରେ ସଚେତନ କରୁଛି କଟକ ମହାନଗର ନିଗମ । ମହିଳାମାନଙ୍କୁ ମାଗଣାରେ ଦିଆଯାଉଛି ସାନିଟାରୀ ପ୍ୟାଡ଼ । ରିପୋପର୍ଟ- ନାରାୟଣ ସାହୁ