ଫର୍ମ ପୂରଣରେ BLO ମାନେ ଭୁଲ୍ କରୁଥିବା ବିଜେଡ଼ି ଅଭିଯୋଗ ଆଣିଛି । ସେହିପରି ଅନଲାଇନ ପ୍ରକ୍ରିୟାରେ ତ୍ରୁଟି ରହୁଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ରିପୋର୍ଟ: ଭବାନୀ ଶଙ୍କର ଦାସ