ପରିମଳ ବ୍ୟବସ୍ଥା, କଠିନ ବର୍ଜ୍ୟ ପରିଚାଳନା, ଜଳ ସଂରକ୍ଷଣ, ପାନୀୟ ଜଳ, ଗ୍ରାମୀଣ ଭିତ୍ତିଭୂମି ଏବଂ ସ୍ଥାନୀୟ ବିକାଶ କାର୍ଯ୍ୟରେ ଏହି ପାଣ୍ଠି ବ୍ୟବହାର ହେବ । ସଞ୍ଜୀବ ରାୟଙ୍କ ରିପୋର୍ଟ