ଦୀଘା ଜଗନ୍ନାଥ ମନ୍ଦିର ପାଷାଣ ମୂର୍ତ୍ତି ପୂଜାକୁ ବିରୋଧ, ଇସ୍କନ ଅଦିନିଆ ରଥଯାତ୍ରା ଉପରେ ରୋକ୍ ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦାବି । ରିପୋର୍ଟ: ଶକ୍ତିପ୍ରସାଦ ମିଶ୍ର