ସିଏସଙ୍କ ସହିତ ଜିଲ୍ଲାପାଳଙ୍କ ବୈଠକ; ନିଟ୍ ପରୀକ୍ଷା ଶୃଙ୍ଖଳିତ ଓ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ
2026-06-16 2 Dailymotion
ନିଟ୍- ୨୦୨୬ ପୁନଃ ପରୀକ୍ଷା ଶୃଙ୍ଖଳିତ ଭାବେ ଆୟୋଜନ ନେଇ ସିଏସ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ-ଭବାନୀ ଶଙ୍କର ଦାସ