Surprise Me!

ଶୀତଳଷଷ୍ଠୀ ଯାତ୍ରା ଜଗିବେ 60 ପ୍ଲାଟୁନ ପୋଲିସ, କଣ୍ଟ୍ରୋଲ ରୁମ୍ ସହ ଡ୍ରୋନ କ୍ୟାମେରା ବ୍ୟବସ୍ଥା

2026-06-17 1 Dailymotion

ସମ୍ବଲପୁର ଜିଲ୍ଲାର ସାଂସ୍କୃତିକ ମହାକୁମ୍ଭ ଶୀତଳଷଷ୍ଠୀ ଯାତ୍ରାରେ ଆସନ୍ତାକାଲି ଦେବ ଦମ୍ପତି ବିବାହ । ଏବର୍ଷ 23ଟି ଯାତ୍ରା କମିଟି ପକ୍ଷରୁ ଆୟୋଜିତ ହେଉଛି ଶୀତଳଷଷ୍ଠୀ ଯାତ୍ରା । ରିପୋର୍ଟ: ବାଦଶାହ ଜୁସ୍ମନ ରଣା