Surprise Me!

ଗଞ୍ଜାମରେ SIR କାର୍ଯ୍ୟକୁ ନେଇ ଉପନିର୍ବାଚନ କମିଶନର ସମୀକ୍ଷା, ଲୋକାଭିମୁଖୀ ସଚେତନତା କାର୍ଯ୍ୟକ୍ରମକୁ ପ୍ରଶଂସା

2026-06-17 7 Dailymotion

ଗଞ୍ଜାମ ଜିଲ୍ଲାରେ ଏସ.ଆଇ.ଆର୍ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଭାରତ ନିର୍ବାଚନ ଆୟୋଗର ବରିଷ୍ଠ ଉପନିର୍ବାଚନ ଆୟୁକ୍ତ ଜ୍ଞାନେଶ ଭାରତୀ ।ଲୋକାଭିମୁଖୀ ସଚେତନତା କାର୍ଯ୍ୟକ୍ରମକୁ କଲେ ପ୍ରଶଂସା । ରିପୋର୍ଟ- ସମୀର କୁମାର ଆଚାର୍ଯ୍ୟ