ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିଙ୍ଗାପୁର ହାଇକମିଶନର; ଦ୍ୱିପାକ୍ଷିକ ସହଭାଗିତା ହେବ ସୁଦୃଢ଼, ଗଠନ ହେବ ସୁବ୍ୟବସ୍ଥିତ ମେକାନିଜିମ
2026-06-17 0 Dailymotion
ଭାରତରେ ଅବସ୍ଥିତ ସିଙ୍ଗାପୁର ହାଇକମିଶନର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ରିପୋର୍ଟ- ଭବାନୀ ଶଙ୍କର ଦାସ