Surprise Me!

ବାଲେଶ୍ଵରର ପର୍ଯ୍ୟଟନସ୍ଥଳୀ 'ଚଉମୁଖ ଡଗରା'ର ସୁରକ୍ଷା ଓ ବିକାଶ ଦାବିରେ ଗ୍ରାମବାସୀଙ୍କ ବିକ୍ଷୋଭ

2026-06-18 1 Dailymotion

ଚଉମୁଖ ବାସିନ୍ଦା, ସୂଚନା ଅଧିକାର ଅଭିଯାନ ଏବଂ ଉପକୂଳ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ବାଲେଶ୍ବର ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ଦିଆଯାଇଛି। ରିପୋର୍ଟ: ଜୀବନ ଜ୍ୟୋତି ନାୟକ