ମଣ୍ଡିରୁ ଧାନ ଉଠାଣ ବିଳମ୍ବ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ଚାଷୀଙ୍କ ଆନ୍ଦୋଳନ ଦେଖିବାକୁ ମିଳିଛି । ସେପଟେ ଆଜି ଧାନ ଉଠାଣରେ କୌଣସି ସମସ୍ୟା ନାହିଁ କହିଲେ ମନ୍ତ୍ରୀ ।ରିପୋର୍ଟ- ସଞ୍ଜୀବ ରାୟ