Surprise Me!

ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶର ଚିଠା ଦେଲେ ଉପମୁଖ୍ୟମନ୍ତ୍ରୀ, ଏକ ହୋଇ ଲଢ଼ିବାକୁ ଦେଲେ ଆହ୍ବାନ

2026-06-19 1 Dailymotion

ଜଗତସିଂହପୁରରେ "ବିକାଶର ଧାରା, ଓଡ଼ିଶା ସାରା" କାର୍ଯ୍ୟକ୍ରମ । ସାମିଲ ହେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ସୁଶାନ୍ତ ରାଉତଙ୍କ ରିପୋର୍ଟ