Surprise Me!

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରାଜ୍ୟ ରାଜନୀତି ସରଗରମ, ବିରୋଧୀ କହିଲେ ଡବଲ ବିଫଳତା

2026-06-20 1 Dailymotion

ରାଜ୍ୟରେ ମୋହନ ସରକାରଙ୍କୁ ଦୁଇ ବର୍ଷ ପୂର୍ତ୍ତି ଓ ଡବଲ ଇଞ୍ଜିନ ସରକାରର ସଫଳତା ବଖାଣୁଛି ବିଜେପି । ସେପଟେ ବିଫଳତାର ଲମ୍ବା ତାଲିକା ଧରି ସରକାରଙ୍କୁ ଘେରିଛନ୍ତି ବିରୋଧୀ। ରିପୋର୍ଟ: ସଞ୍ଜୀବ ରାୟ