Surprise Me!

ଦିବ୍ୟ ବିବାହ ପରେ ଦେବ ଦମ୍ପତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା, ସନ୍ଧ୍ୟାରେ ମନ୍ଦିର ପ୍ରବେଶ

2026-06-20 5 Dailymotion

ଶେଷ ପର୍ଯ୍ୟାୟରେ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା । ଦେବ ଦମ୍ପତିଙ୍କ ବିବାହ ପରେ ଜାରି ରହିଛି ଶିବ ଏବଂ ପାର୍ବତୀଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା । ରିପୋର୍ଟ- ବାଦଶାହା ଜୁସ୍ମନ ରଣା