Surprise Me!

ଶ୍ରୀମନ୍ଦିରରେ VIP ଦର୍ଶନ ନାମରେ ଭକ୍ତଙ୍କୁ ଲୁଟ୍ ଅଭିଯୋଗ; ଆକ୍ସନ ମୋଡ୍‌ରେ ପୁରୀ ପୋଲିସ, ୮ ଦଲାଲ ଗିରଫ

2026-06-20 0 Dailymotion

ଶ୍ରୀମନ୍ଦିରରେ ଭିଆଇପି ଦର୍ଶନ ପାଇଁ କିଛି ଦଲାଲ ରାଜ୍ଯ ବାହାରରୁ ଆସୁଥିବା ଭକ୍ତଙ୍କୁ ଟାର୍ଗେଟ କରୁଥିଲେ। ଦଲାଲଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ପୁରୀ ଏସ୍‌ପିଙ୍କ ନିର୍ଦ୍ଦେଶ । ରିପୋର୍ଟ- ଶକ୍ତି ପ୍ରସାଦ ମିଶ୍ର