ପ୍ରଥମ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ପାହାଡ଼ପୁର ଗାଁକୁ ଆସିଥିବାରୁ ଗ୍ରାମବାସୀଙ୍କ ସମେତ ସମସ୍ତେ ଅତ୍ୟନ୍ତ ଖୁସି ଓ ଉତ୍ସାହିତ ଅଛନ୍ତି । ରିପୋର୍ଟ- ସଂଜୟ ପରିଡ଼ା