Surprise Me!

ଅନ୍ତର୍ଜାତୀୟ ଯୋଗ ଦିବସ; ଯୋଗ କେବଳ ଏକ ବ୍ୟାୟାମ ନୁହେଁ, ଏହା ଏକ ଜୀବନଶୈଳୀ

2026-06-21 0 Dailymotion

ଆଜି ସାରା ବିଶ୍ବରେ ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହେଉଛି । ସୁସ୍ଥ ଶରୀର ଓ ଶାନ୍ତ ମନ ପାଇଁ ଯୋଗ ନିହାତି ଆବଶ୍ୟକ । ରିପୋର୍ଟ- ବିକାଶ କୁମାର ଦାସ