କଲ୍ୟାଣସିଂହପୁରରେ ଭିଡ ହିଂସା; ମାମଲା ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ ପାଇଁ ଡିଜିପିଙ୍କ ନିର୍ଦ୍ଦେଶ, CAW ଏଡିଜିଙ୍କ ନେତୃତ୍ୱରେ ତଦନ୍ତ
2026-06-21 3 Dailymotion
ପିଲା ଚୋରି ସନ୍ଦେହରେ ଦୁଇ ଜଣଙ୍କୁ ଆକ୍ରମଣ ମାମଲାକୁ 'ରେଡ ଫ୍ଲାଗ' ଭାବେ ଗ୍ରହଣ କରିବାକୁ ସୁପାରିଶ କରିଥିଲେ ରାୟଗଡା ଏସପି । ରିପୋର୍ଟ- ରଞ୍ଜନ ରଥ/ସତ୍ୟଜିତ ରାଉତ