ବିଶୁଦ୍ଧ ପାଣି ଯୋଗାଣ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥୁବାବେଳେ, ରାଜ୍ୟର ସବୁଠାରୁ ବିକଶିତ ଜିଲ୍ଲାରେ ଏଭଳି ଜଳକଷ୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି lସ୍ୱତନ୍ତ୍ର ରିପୋର୍ଟ-ଜ୍ଞାନ ରଞ୍ଜନ ଓଝା