Surprise Me!

କାହିଁକି ହିଂସାତ୍ମକ ହେଉଛନ୍ତି ଯୁବପିଢ଼ି ? ଅସଲ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

2026-06-24 3 Dailymotion

ବର୍ତ୍ତମାନ ସମୟରେ ସଭ୍ୟ ସମାଜରେ ସାଧାରଣ ଘଟଣାକୁ ନେଇ ଅତି ନିର୍ମମ ଭିଡ ହିଂସା ଘଟୁଛି । ଏଥିରେ ସାମାନ୍ୟ କାରଣରୁ ହିଂସା ଭିଆଉଛନ୍ତି ଯୁବପିଢି । ରିପୋର୍ଟ- ନାରାୟଣ ସାହୁ