Surprise Me!

ସ୍ୱଚ୍ଛ ଏବଂ ସବୁଜ ବିଦ୍ୟାଳୟ ମୂଲ୍ୟାଙ୍କନ 2026: ଷଷ୍ଠ ସ୍ଥାନରେ ଖୋର୍ଦ୍ଧା ଜିଲ୍ଲାର ସିକୋ ସରକାରୀ ଉଚ୍ଚ ବିଦ୍ୟାଳୟ

2026-06-24 2 Dailymotion

ପ୍ରକାଶ ପାଇଛି ସ୍ୱଚ୍ଛ ଏବଂ ସବୁଜ ବିଦ୍ୟାଳୟ ମୂଲ୍ୟାଙ୍କନ ତାଲିକା । ରାଜ୍ୟରେ ଷଷ୍ଠ ସ୍ଥାନରେ ଖୋର୍ଦ୍ଧା ଜିଲ୍ଲାର ପିଏମ ଶ୍ରୀ ଚନ୍ଦ୍ରଶେଖର ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ। ରିପୋର୍ଟ- ଗୋବିନ୍ଦ ଚନ୍ଦ୍ର ପଣ୍ଡା