ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ କଂଗ୍ରେସର କଡ଼ା ଆଭିମୁଖ୍ୟ । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ ଦଳ । ଭୁବନେଶ୍ୱରରୁ 'ଛାତ୍ରଙ୍କ ଗୁଞ୍ଜ' ଅଭିଯାନର ଶୁଭାରମ୍ଭ । ରିପୋର୍ଟ- ସଞ୍ଜିବ ରାୟ