ମୟୂରଭଞ୍ଜ ଗୋରୁମହିଷାଣୀ ଥାନା ଅଞ୍ଚଳରେ 3 ଜଣ ଶ୍ରମିକ ଟେଣ୍ଟ୍ କାମ ସାରି ଏକ ମୋଟର ସାଇକେଲରେ ଫେରୁଥିବା ବେଳେ, ଏହାପାହାଡ଼ ତଳକୁ ଖସିପଡ଼ିବାରୁ ସମସ୍ତଙ୍କର ମୃତ୍ୟୁ ଘଟିଛି ।ରିପୋର୍ଟ: ସଞ୍ଜୟ କୁମାର ପରିଡ଼ା