ଜଙ୍ଗଲରେ ସୋଲାର ବାଡ କଲେ ଗ୍ରାମବାସୀ । ହାତୀ ଆକ୍ରମଣରୁ ଜୀବନ ବଞ୍ଚାଇବା ପାଇଁ ପ୍ରାୟ ଏକ ମାସ ଧରି କାମ କରୁଛନ୍ତି ଲୋକେ । ରିପୋର୍ଟ- ସଂଗ୍ରାମ ରଞ୍ଜନ ନାଥ