ଡିଭିଏଫ ଯବାନମାନେ ଆଜି କାଲିମେଳା ଥାନା ଅନ୍ତର୍ଗତ ଗୁନ୍ଥାବେଢ଼ା ଏବଂ କଦମଗୁଡ଼ା ଫରେଷ୍ଟ ଜଙ୍ଗଲରେ ଥିବା ମାଓ ଡମ୍ପ ଉପରେ ଚଢାଉ କରିଥିଲେ । ରିପୋର୍ଟ-ପଞ୍ଚାନନ ଦାଶ